ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ । ଆଜି ଯେଉଁ ବିଭାଗ ଗୁଡ଼ିକ ଏଥିରେ ସାମିଲ ହୋଇଛି, ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ସମବାୟ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗଗୁଡ଼ିକ ଆଜି ମୋ ସରକାରରେ ସାମିଲ ହୋଇଛି । ଏହି କାଯ୍ୟର୍କ୍ରମରେ ସାମିଲ ହୋଇଥିବା ୫ଟି ବିଭାଗର ମନ୍ତ୍ରୀ, ସବୁ ବିଭାଗର ବିଭାଗୀୟ ସଚିବ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.