Below header

ଭୁବନେଶ୍ୱର ସାଲିଆସାହିରେ ଅବକାରୀ ବିଭାଗର ଚଢାଉ: ୫ ହଜାର ଲିଟର ଦେଶୀ ମଦ ନଷ୍ଟ, ୯ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆସାହିରେ ଅବକାରୀ ବିଭାଗର ଚଢାଉ । ଅବକାରୀ ବିଭାଗ ପକ୍ଷରୁ ୫ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଛି । ଏହା ସହ ୯ ଜଣଙ୍କୁ ଗିରଫ କରାଯାଇଛି । ସାଲିଆ ସାହିରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।

ଅଭିଯୋଗ ପାଇବା ପରେ ଭୁବନେଶ୍ୱର ଓ କଟକ ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ଵାଡ ମିଳିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉବେଳେ ୫ ହଜାରରୁ ଅଧିକ ମଦ ଜବତ କରିଛି ଅବକାରୀ ବିଭାଗ । ଗିରଫଙ୍କ ମଧ୍ୟରେ ୫ ଜଣିଆ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ପୋଚ ମଧ୍ୟ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.