Browsing Tag

wine seized

ରେଡ୍‌ ବେଳେ ମଦ ମାଫିଆଙ୍କ ଦୌରାତ୍ମ୍ୟ, ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଆଠଗଡ଼(କେନ୍ୟୁଜ୍): ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଅବକାରୀ କର୍ମଚାରୀ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଚଢ଼ାଉ…

୭୦ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଭଂଜନଗର(କେନ୍ୟୁଜ) :  ବେଆଇନ୍ ବିଦେଶୀ ମଦ ଚାଲାଣ ବେଳେ , ଗଂଜାମ ଜିଲ୍ଲା ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଚଢାଉ ସମୟରେ , ୭୦ ଲିଟର ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅବକାରୀ ବିଭାଗ ଟିମ୍ ପେଟ୍ରୋଲିଂ ବେଳେ , ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ…

ଢେଙ୍କାନାଳ: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୩ ମଦ ମାଫିଆ ଗିରଫ

କାମାକ୍ଷାନଗର(କେନ୍ୟୁଜ୍):ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗ ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ…

ବାସୁଦେବପୁର ଇରମ ନୂଆଗାଁରୁ ଦେଶୀ ମଦ ଜବତ, ଦୁଇ ଯୁବକ ଗିରଫ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଇରମ ନୂଆ ଗାଁଠାରୁ ୧୩୫ ଲିଟର ଜିଞ୍ଜର ଏବଂ ୨୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।  ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଜବତ କରିଛି ଅବକାରୀ ପୋଲିସ। ତେବେ ଦୁଇ…

ସରକାରୀ ବିଦେଶୀ ମଦ ଦୋକାନରେ ନକଲି ମଦ! ଲକ୍ଷାଧିକ ଟଙ୍କାର ମଦ ଜବତ ସହ ଦୋକାନ ସିଲ୍

ଯାଜପୁର (କେନ୍ୟୁଜ): ସରକାରୀ ବିଦେଶୀ ମଦ ଦୋକାନରେ ପ୍ରସ୍ତୁତ ହେଉଥିଲା ନକଲି ମଦ। କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମଦ ଜବତ ସହ ଦୋକାନ ସିଲ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ତାଳୁଆ ବାଲିକୁଦା ବଜାରରେ ଥିବା ସରକାରୀ ଠିପି ବନ୍ଦ ମଦ…

ଆଠଗଡ଼ ନୂଆବନ୍ଧ ଗାଁର ଏକ ଭଡ଼ା ଘରୁ ୪୭ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ଆଠଗଡ଼ (କେନ୍ଯୁଜ୍): ଆଠଗଡ଼ ନୂଆବନ୍ଧ ଗାଁରୁ ଲକ୍ଷାଧିକ ଟଙ୍କାର ମଦ ଜବତ । ଏକ ଭଡ଼ା ଘରୁ ୪୭ ପେଟି ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଅନ୍ୟପଟେ କିଛି ଦିନ ତଳେ ବାଙ୍କୀ ଅଞ୍ଚଳରୁ ଏକ ବିଦେଶୀ ମଦ ଦୋକାନରୁ ପାଖାପଖି…

୨୬୦୦ ଲିଟର ମହୁଲ ପୋଚ ସହ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ, ୩ ଗିରଫ

ମୋହନା(କେନ୍ଯୁଜ୍): ୨୬୦୦ ଲିଟର ମହୁଲ ପୋଚ ସହ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ। ଗଜପତି ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିର୍ଦ୍ଦେଶକ ବାଳକୃଷ୍ଣ ପରିଡ଼ା ଓ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ମୋହନା ଥାନ ଅନ୍ତର୍ଗତ…

ଲକଡାଉନରେ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ, କରଞ୍ଜିଆ ରରୁଆଁରୁ ୧୮ ଲିଟର ବିଦେଶୀ ମଦ ସହ ଦୁଇ ମାଫିଆ ଗିରଫ

କରଞ୍ଜିଆ(କେନ୍ୟୁଜ୍): ମଦମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ । ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ ।  ପଡୋଶୀ ଝାଡଖଣ୍ଡ ରାଜ୍ୟର ଦୁଇଯୁବକ ଏକ…

ମୟୁରଭଞ୍ଜ: ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ, ପୋଚ ଓ ମଦ ସହ ଜଣେ ମହିଳା ଗିରଫ

କରଞ୍ଜିଆ(କେନ୍ୟୁଜ୍): ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ। ୯ ଲିଟର ମହୁଲି ମଦ ଜବତ ସହ ମହିଳା ଗିରଫ। ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ଅବକାରୀ ବିଭାଗ ସୋମବାର ଦିନ କୌଣସି ସୂତ୍ରରୁ ଖବର ପାଇ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।…

ତାଳଚେର: ଭୋଗ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ, ଦୋକାନୀ ଫେରାର୍

ତାଳଚେର: ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି । କୌଣସି ସୂତ୍ରରୁ ଖବର ପାଇ ତାଳଚେର ଏନଫୋର୍ସମେଣ୍ଟ ଟିମ ଏହି ଭୋଗ ଦୋକାନରେ ଚଢାଉ କରିଥିଲା । ଚଢାଉ ବେଳେ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ କରାଯାଇଥିଲା ।…

ରାଉରକେଲା: ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ, ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ

ରାଉରକେଲା(କେନ୍ୟୁଜ୍): ରାଉରକେଲା ୧୫ନମ୍ବର ସେକ୍ଟର ଥାନା ପୋଲିସ ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ କରି ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ କରିଛି । ହୋଲି ଦିନ ମଦ ବିକ୍ରି ବନ୍ଦ ଥିବା ବେଳେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଉକ୍ତ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ…

ଗଜପତି: ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ବେଳେ ପୁଣି ବିପୁଳ ମଦ ଜବତ, ୫ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଅଡବା ଏବଂ ମୋହନା ଥାନା ଅଞ୍ଚଳର ବିରିକୋଟ, ଦମାଦୁଆ, ନାଡିଙ୍ଗ, ପଦାସାହି, ଖପୁରିପଟା ଆଦି ଗ୍ରାମରେ ଚଢ଼ାଉ କରାଯାଇଛ । ଚଢାଉ ବେଳେ ବିପୁଳ…