୭୦ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ବେଆଇନ୍ ବିଦେଶୀ ମଦ ଚାଲାଣ ବେଳେ , ଗଂଜାମ ଜିଲ୍ଲା ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଚଢାଉ ସମୟରେ , ୭୦ ଲିଟର ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅବକାରୀ ବିଭାଗ ଟିମ୍ ପେଟ୍ରୋଲିଂ ବେଳେ , ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ନିକଟରେ ଚାଲାଣ ହେଉଥିବା ସୂଚନା ପାଇ , ଚଢ଼ାଉ କରିଥିଲା ।

ଭଂଜନଗର(କେନ୍ୟୁଜ) :  ବେଆଇନ୍ ବିଦେଶୀ ମଦ ଚାଲାଣ ବେଳେ , ଗଂଜାମ ଜିଲ୍ଲା ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଚଢାଉ ସମୟରେ , ୭୦ ଲିଟର ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅବକାରୀ ବିଭାଗ ଟିମ୍ ପେଟ୍ରୋଲିଂ ବେଳେ , ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ନିକଟରେ ଚାଲାଣ ହେଉଥିବା ସୂଚନା ପାଇ , ଚଢ଼ାଉ କରିଥିଲା । ଗିରଫ ପରେ , ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଭଂଜନଗର ଅବକାରୀ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.