Below header
Browsing Tag

wine seized

କୁଚିଣ୍ଡା : ଦେଶୀ ମଦଭାଟି ବନ୍ଦ ରହିଥିବାବେଳେ ରନ୍ଧା ମଦ ସାମଗ୍ରୀ ଜବତ

କୁଚିଣ୍ଡା ( କେନ୍ୟୁଜ) : କୋଭିଡ ୧୯ ଯୋଗୁଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଦେଶୀ ମଦଭାଟି ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଅବକାରୀ ବିଭାଗର ସବ ଇନସପେକ୍ଟର ଗୋକୁଳ ଧର ଏବଂ ଗୋବିନ୍ଦପୁର ଅବକାରୀ ସବ ଇନସପେକ୍ଟର ବିଷ୍ଣୁଚରଣ…

ରାଜଧାନୀରେ ଲକଡାଉନ ପାଲଟିଛି ମଦ ବେପାରୀଙ୍କ ପାଇଁ ଉତ୍ତମ ସମୟ, ବେଫିକର ହୋଇ ଚଳାଇଛନ୍ତି କଳାକାରବାର

ଭୁବନେଶ୍ୱର(କେନ୍ୟୁଜ):ଲକଡାଉନର ସୁଯଗ ନେଇ ମାତିଛନ୍ତି ମଦ ବେପାରୀ। ଜନଶୂନ୍ୟ ରାଜଧାନୀର ରାଜରାସ୍ତାରେ ବେଫିକର ହୋଇ ଚଳାଉଛନ୍ତି ନିଜ କଳା ସାମ୍ରାଜ୍ୟ । ରାତି ହେଉ କି ପାହାନ୍ତିଆ, ମଦ ଗଞ୍ଜେଇ ଗାଡ଼ି ଫୁଲ୍ କରି ସପ୍ଲାଏ କରିବାକୁ ଭାରି ସହଜ ହେଉଛି ଏହି ଲକଡାଉନ୍ ସମୟ ।ଏଭଳି କିଛି ମଦ…

ବାଲେଶ୍ୱର: ଚୋରା ମଦ ଚାଲାଣ ବେଳେ ଧରିଲେ ଗ୍ରାମବାସୀ, ଜଣେ ଫେରାର, ତଦନ୍ତ ଚଲାଇଛି ପୋଲିସ

ବାଲେଶ୍ୱର(କେନ୍ୟୁଜ୍):  ବାଇକରେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାହାସପୁରା ନିକଟରେ ବାଇକରେ ଚୋରା ଦେଶୀ ମଦ ନେଇ ଯାଉଥିବା ୩ଟି ବାଇକକୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏହା ସହ ୨ଜଣଙ୍କୁ ମଧ୍ୟ ଅଟକ ରଖିଛନ୍ତି। ପୁରୁଣା ବାଲେଶ୍ୱରର…