ପୁଣି ଶ୍ରମିକ ଚାଲଣ ଅଭିଯୋଗ, ବସ ଯୋଗେ ତାମିଲନାଡୁ ଯାଉଥିବା ୫୫ ମହିଳା ଶ୍ରମିକକୁ କୋରାପୁଟ ଟାଉନ ଥାନା ରଖିଲା ଅଟକ

କୋରାପୁଟ(କେନ୍ୟୁଜ୍): ୫୫ ଜଣ ମହିଳା ଶ୍ରମିକକୁ କୋରାପୁଟ ଟାଉନ ଥାନାରେ ଅଟକ । ସ୍ବତନ୍ତ୍ର ବସ ଯୋଗେ ତାମିଲନାଡୁ ଅଭିମୁଖେ ଯାଉଥୁବାବେଳେ ପୋଲିସ ଅଟକ ରଖିଛି। ଅଟକ ମହିଳାଙ୍କ ମଧ୍ୟରେ  ନବରଙ୍ଗପୁର ୪୫ ଜଣ ରାୟଗଡ ଜିଲ୍ଲାରୁ ୧୦ ଜଣ  ମହିଳା ରହିଥିବା ପୋଲିସ କହିଛି । ନବରଙ୍ଗ ଜିଲ୍ଲାର ଶ୍ରମ ଅଧିକାରୀ ଥାନାରେ ପହଞ୍ଚି ଯାଞ୍ଚ କରିଛନ୍ତି କରୁଛନ୍ତି। ଶ୍ରମ ବିଭାଗ ପକ୍ଷରୁ ଅନୁମତି ମିଳିଛି କି ନାହିଁ ଯାଞ୍ଚ  କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.