Below header

ବିପୁଳ ବିଜୟ ହାସଲ କରିବେ ନବୀନ ପଟ୍ଟନାୟକ : କାର୍ତ୍ତିକ ପାଣ୍ଡିଆନ୍

୨୦୨୪ରେ ବିପୁଳ ବିଜୟ ହାସଲ କରିବେ ନବୀନ ପଟ୍ଟନାୟକ । ଗତଥର ଅପେକ୍ଷା ଅଧିକ ସିଟ୍ ହାତେଇବେ । ଏଭଳି ପୂର୍ବାନୁମାନ କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ ହାତେଇବେ ।

ଭୁବନେଶ୍ୱର(କେନ୍ୟୁଜ) : ୨୦୨୪ରେ ବିପୁଳ ବିଜୟ ହାସଲ କରିବେ ନବୀନ ପଟ୍ଟନାୟକ । ଗତଥର ଅପେକ୍ଷା ଅଧିକ ସିଟ୍ ହାତେଇବେ । ଏଭଳି ପୂର୍ବାନୁମାନ କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ ହାତେଇବେ । ଅଧିକ ମାର୍ଜିନରେ ବି ଜିତିବ ବିଜେଡି । ପ୍ରତି ନିର୍ବାଚନରେ ତାଙ୍କର ଭୋଟ୍ ପ୍ରତିଶତ ଓ ଆସନ ବୃଦ୍ଧି ପାଉଛି । ୨୦୨୪ରେ ଏହି ଟ୍ରେଣ୍ଡ ଦେଖିବାକୁ ମିଳିବ । ମୁଖ୍ୟମନ୍ତ୍ରୀ ଯେଭଳି ବିକାଶମୂଳକ କାମ କରୁଛନ୍ତି ସେଥିପାଇଁ ରାଜ୍ୟବାସୀ ତାଙ୍କୁ ବହୁତ ଭଲ ପାଉଛନ୍ତି । ବିପର୍ଯ୍ୟୟ ପରିଚାଳନାଠୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ଆଦିବାସୀଙ୍କ ବିକାଶ, ଶିକ୍ଷା କ୍ଷେତ୍ରରେ କରିଥିବା କାମ ପାଇଁ ନବୀନ ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.