ବିରୋଧୀଙ୍କ ଟାର୍ଗେଟରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କର ସୃଷ୍ଟି ହୋଇଛି ନୂଆ ପରିଚୟ, ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ…
ଭୁବନେଶ୍ୱର (କେନ୍ୟୁଜ): ଘରେ ଘରେ ପରିଚିତ ଭି. କାର୍ତ୍ତିକ ପାଣ୍ଡିଆନ୍ । ସେ ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ଆଗ ଧାଡିର ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ…