Below header
Browsing Tag

5t chairman vk pandian

ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ କାର୍ତ୍ତିକ ପାଣ୍ଡିଆନ, ୧୩ରେ ଯିବେ ସମ୍ବଲପୁର

ବଲାଙ୍ଗିର (କେନ୍ୟୁଜ୍‌): ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଗସ୍ତରେ ଯାଇଥିଲେ। ଆସନ୍ତାକାଲି କଳାହାଣ୍ଡି ଏବଂ ୧୩ରେ ରହିଛି ସମ୍ବଲପୁର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ । କାର୍ତ୍ତିକ ପାଣ୍ଡିଆନ ବଲାଙ୍ଗିରରେ ନୂଆ ଓ ମିଟିଂରେ ଯୋଗ ଦେଇଥିଲେ। ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ…

ବଲାଙ୍ଗିର ଗସ୍ତରେ 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ, ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦେବେ ଯୋଗ

ବଲାଙ୍ଗିର (କେନ୍ୟୁଜ): କଂଗ୍ରେସ ଗଡରେ ପାଣ୍ଡିଆନ । ଆଜି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ । ଵଲାଙ୍ଗିର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଵଲାଙ୍ଗିର ଓ କଣ୍ଟାବାଞ୍ଜି ଏବେ କଂଗ୍ରେସ ହାତରେ । ଏହି ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଣ୍ଡିଆନ…

ପୁରୀ ଗସ୍ତରେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ମନ୍ଦିରର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟର ଟିକନିକ ଭାବେ ପରିକ୍ରମା…

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T: ଏମକେସିଜି ମେଡିକାଲ କଲେଜର ବିକାଶର କଲେ ସମୀକ୍ଷା

ବ୍ରହ୍ମପୁର (କେନ୍ୟୁଜ): MKCGରେ ବିକାଶ ସମୀକ୍ଷା। ଆଜି ସକାଳୁ ୫ଟି ତଥା ନବୀନ ଓଡିଶା ଆମ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଠାରେ ନିର୍ମାଣଧୀନ କ୍ୟାନ୍ସର ହସ୍ପିଟାଲର ସମୀକ୍ଷା କରିବା ସହ ମେଡିକାଲର ବିକାଶ…

ଶ୍ରୀମନ୍ଦିର ପରିଦର୍ଶନ କଲେ 5T ଅଧ୍ୟକ୍ଷ: ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ

ପୁରୀ (କେନ୍ୟୁଜ): ପୁରୀରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ ମଠ ଗୁଡିକର ପୁନଃରୁଦ୍ଧାର କାମ…

ପୁରୀରେ ନବୀନ ଓଡ଼ିଶା ଓ 5 T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ, କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ (କେନ୍ୟୁଜ): ପୁରୀରେ ନବୀନ ଓଡ଼ିଶା ଓ 5 T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ । ବିଜେଡିରେ ଯୋଗଦାନ ଚର୍ଚ୍ଚା ଭିତରେ ପୁରୀରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ୍। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ…

ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପାଣ୍ଡିଆନ ସାର : ପ୍ରଣବ

ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସାଇପଲ । ଯାହା ଜଣେ ପୁଅ କରିପାରିବ ନାହିଁ,ତାହା ଜଣେ ଡିସାଇପଲ କରିପାରିବ। ଏହା କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଓଡ଼ିଶା ପ୍ରତି…

ସକାଳୁ ଶ୍ରୀକ୍ଷେତ୍ରରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀ ରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଆଜି ଭୋରରୁ ପୁରୀ ଗସ୍ତ କରି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ନିର୍ଦେଶ…