ବାରବାଟୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍: ଷ୍ଟାଡିୟମ ନବୀକରଣ ପ୍ରକଳ୍ପର କଲେ ସମୀକ୍ଷା

ବାରବାଟୀ ଷ୍ଟାଡିୟମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାରବାଟୀ ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ । ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି ଟଙ୍କା । ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ନବୀକରଣ କାର୍ଯ୍ୟ କରାଯିବ ।

କଟକ (କେନ୍ୟୁଜ): ବାରବାଟୀ ଷ୍ଟାଡିୟମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାରବାଟୀ ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ । ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି ଟଙ୍କା । ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ନବୀକରଣ କାର୍ଯ୍ୟ କରାଯିବ । ବାରବାଟୀ ର ୩ଟି ଗ୍ୟାଲେରିକୁ ନୂଆ ରୂପ ଦିଆଯିବା ସହ ସଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ ।

ଆସନ୍ତା ସପ୍ତାହରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ତ୍ତିକ ପାଣ୍ଡିଆନଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.