Below header

ଆନନ୍ଦପୁର: ଗାଡି ଭିତରେ ସାପକୁ ଦେଖି ଡ୍ରାଇଭର ଛାନିଆ, ଚଳନ୍ତା ଟ୍ରକରୁ ୬ଫୁଟର ଅଜଗର ଉଦ୍ଧାର

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଉପଖଣ୍ଡ ଏନଏଚ ୨୦ ଖପରାଖାଇ ଛକ ନିକଟରେ ଗୋଟିଏ ଟ୍ରକରୁ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଟ୍ରକରେ ଥିବା ସମୟରେ ଅଚାନକ ଡ୍ରାଇଭରଙ୍କ ଦୃଷ୍ଟିଗୋଚର ହୋଇଥିଲା । ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡିବା ବ୍ୟବସ୍ଥା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.