Below header

ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି ପୋଲିସ । ଶ୍ରମିକଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଥିବାବେଳେ ୩୨ ଜଣ ମହିଳା ଓ ଶିଶୁ ଅଛନ୍ତି ।

ସମସ୍ତ ଶ୍ରମିକ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର । ମୁଣ୍ଡପିଛା ୩୦ ହଜାର ଲେଖାଏ ନେଇ ବିଶାଖାପଟଣାକୁ ଟ୍ରେନ ଯୋଗେ ଯାଉଥିଲେ । ଉଦ୍ଧାର ଶ୍ରମିକଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି କଣ୍ଟାବାଞ୍ଜି ତହସିଲଦାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.