Below header
Browsing Tag

dadan workers rescued

ବେଆଇନ ଭାବେ ଚାଲାଣ ବେଳେ ୨୫ରୁ ଅଧିକ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍): ବେଆଇନ ଭାବେ ଚାଲାଣ ବେଳେ ୨୫ରୁ ଅଧିକ ଦାଦନ ଶ୍ରମିକ ଉଦ୍ଧାର। ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ଥାନା ପୋଲିସ। ଉଦ୍ଧାର ଦାଦନ ଶ୍ରମିକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର। ୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦ୍ଦାରକୁ…

ରାଜ୍ୟ ବାହାରେ ଫସି ରହିଛନ୍ତି ୨୫ ଜଣ ଦାଦନ ଶ୍ରମିକ, ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ

ବରଗଡ଼(କେନ୍ୟୁଜ୍): ରାଜ୍ୟ ବାହାରେ ଫସି ରହିଛନ୍ତି ୨୫ ଜଣ ଦାଦନ ଶ୍ରମିକ । ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ପଦ୍ମନାଭମ ଥାନା ମଦି ଗ୍ରାମରେ ଫସି ରହିଛନ୍ତି । ୪ ମାସ…

କଣ୍ଟାବାଞ୍ଜି ଦନ୍ଦରା ଛକ ନିକଟରୁ ଚାଲାଣ ବେଳେ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

କଣ୍ଟାବାଞ୍ଜି : ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଜି ରାସ୍ତାର ଦନ୍ଦରା ଛକ ନିକଟରୁ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ୍ । ପୋଲିସ୍ ପାଟ୍ରୋଲିଂ ବେଳେ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଉଦ୍ଧାର କରିଛି । ଶ୍ରମିକଙ୍କ…

ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଦ୍ୱାରା ୩୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜ ଏବଂ ବଙ୍ଗୋମୁଣ୍ଡା ପୋଲିସ ଦ୍ୱାରା ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୩୬ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ୨୩ ଦାଦନ ଶ୍ରମିକ ଟିଟିଲାଗଡ ପାଖ ସିରୋଲ ଗାଁର ବୋଲି ଜଣାପଡିଛି । ସୂଚନା…

ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି ପୋଲିସ । ଶ୍ରମିକଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଥିବାବେଳେ ୩୨ ଜଣ ମହିଳା ଓ ଶିଶୁ ଅଛନ୍ତି । ସମସ୍ତ ଶ୍ରମିକ ବଲାଙ୍ଗୀର ଓ…