Below header

କଣ୍ଟାବାଞ୍ଜି ଦନ୍ଦରା ଛକ ନିକଟରୁ ଚାଲାଣ ବେଳେ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

କଣ୍ଟାବାଞ୍ଜି : ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଜି ରାସ୍ତାର ଦନ୍ଦରା ଛକ ନିକଟରୁ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ୍ ।

ପୋଲିସ୍ ପାଟ୍ରୋଲିଂ ବେଳେ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଉଦ୍ଧାର କରିଛି । ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ, ୫ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି । ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହାଲ ଗାଁର । ଶ୍ରମିକମାନେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦର ଏକ ଇଟା ଭାଟିକୁ କାମ କରିବାକୁ ଯାଉଥିବା ଜଣାପଡିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.