ଚମୋଲିରେ ହିମସ୍ଖଳନ ଘଟଣା : ଫସିଛନ୍ତି ୮ ଶ୍ରମିକ, ଏବେବି ଉଦ୍ଧାର କାର୍ଯ୍ୟ ଜାରି
ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିବାର ୨୪ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି । ଏବେ ବି ୮ ଜଣ ଶ୍ରମିକ ଫସି ରହିଛନ୍ତି । ୪୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେଠାରେ ମୋଟ ୫୭ ଜଣ ଶ୍ରମିକ କାମ କରୁଥିଲେ । ଯେଉଁଥିରୁ ଦୁଇ ଜଣ ଛୁଟିରେ ଥିଲେ। ସେମାନେ ସମସ୍ତେ ହିମସ୍ଖଳନର ଶିକାର…