ଢେଙ୍କାନାଳ ହିନ୍ଦୋଳ ରୋଡ ଫାଣ୍ଡି ନିକଟରୁ ଏକ ଗାଡିରେ ଯାଉଥିବାବେଳେ ୪୪ ଜଣ ଶ୍ରମିକ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ଫାଣ୍ଡି ନିକଟରେ ଏକ ଗାଡିରେ ଯାଉଥିବା ୪୪ ଜଣ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି । ସମସ୍ତ ଶ୍ରମିକ ବିହାର ଓ ଝାଡଖଣ୍ଡର ବୋଲି ଜଣାପଡିଛି। ଏମାନେ ଢେଙ୍କାନାଳ ଜିଲ୍ଲା ବିଆରଜି କମ୍ପାନିରେ କାର୍ଯ୍ୟରତ ଥିଲେ । ପୋଲିସ ଏମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.