Below header

କଟକରେ ଲଜ୍ଜା, ଖାନନଗର ସେଣ୍ଟ୍ରାଲ ଲାଇବ୍ରେରୀ ପଛ ଜଙ୍ଗଲରେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କଟକ(କେନ୍ୟୁଜ୍): କଟକରେ ଲଜ୍ଜା । ଖାନନଗର ସେଣ୍ଟ୍ରାଲ ଲାଇବ୍ରେରୀ ପଛ ଜଙ୍ଗଲରେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଲାଇବ୍ରେରୀରେ ପଢୁଥିବା ଛାତ୍ରମାନେ ଅଭିଯୁକ୍ତକୁ କାବୁ କରି ବାଦାମବାଡି ଥାନରେ ଜିମା ଦେଇଛନ୍ତି । ସେପଟେ ନାବାଳିକାଙ୍କ ମାଙ୍କ ବୟାନ ରେକର୍ଡ କରାଯିବା ସହ ପୀଡିତାଙ୍କ ରେକର୍ଡ ବୟାନ ହୋଇଛି । ଏ ନେଇ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.