Below header

ମୁହାଁମୁହିଁ ଧକ୍କା ହେଲା କାର୍ ଓ ମିନି ଟ୍ରକ୍ , ୪ ମୃତ

କଟକ ଜିଲ୍ଲା ତିଗିରିଆ ଥାନା ନୂଆ ସଡକ ଛକ ନିକଟରେ ଦୁର୍ଘଟଣା । ମୁହାଁମୁହିଁ ପିଟି ହେଲା କାର୍ ଓ ମିନି ଟ୍ରକ୍। ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କର ଜୀବନ । ଜଣେ ଗୁରୁତର ହୋଇଛନ୍ତି ।

ଆଠଗଡ଼ (କେନ୍ୟୁଜ): ମୁହାଁମୁହିଁ ପିଟି ହେଲା ଦୁଇଟି ଗାଡ଼ି । କାର୍ ଓ ମିନି ଟ୍ରକ୍ ଭିତରେ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କର ଜୀବନ । ଜଣେ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ନୂଆ ସଡକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ତିଗିରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.