Below header

କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ, ୫ ମହଲା ବିଶିଷ୍ଟ ଲୁଗା ଦୋକାନରେ ନିଆଁ

କଟକରେ ଭୟାବହ ଅଗ୍ନିକାଣ୍ଡ। ଚୌଧୁରୀବଜାର ଗୌରଶଙ୍କର ପାର୍କ ନିକଟ ବିଲ୍ଡିଂରେ ନିଆଁ। ଏକ ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୫ ମହଲା ବିଲ୍ଡିଂର ଗ୍ରାଉଣ୍ଡ ସହ ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ନିଆଁ ଲାଗିଛି।

କଟକ (କେନ୍ୟୁଜ): କଟକରେ ଭୟାବହ ଅଗ୍ନିକାଣ୍ଡ। ଚୌଧୁରୀବଜାର ଗୌରଶଙ୍କର ପାର୍କ ନିକଟ ବିଲ୍ଡିଂରେ ନିଆଁ। ଏକ ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୫ ମହଲା ବିଲ୍ଡିଂର ଗ୍ରାଉଣ୍ଡ ସହ ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ନିଆଁ ଲାଗିଛି।

ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛି । ପ୍ରବଳ ଧୂଆଁ ବାହାରୁଥିବାରୁ ଭିତରକୁ ଯାଇପରୁନାହାଁନ୍ତି ଅଗ୍ନିଶମ କର୍ମଚାରୀ। ତେବେ କିପରି ଜଳିଗଲା ଦୋକାନ କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.