Below header

ଖୋର୍ଦ୍ଧାରେ ପାଇକଙ୍କ ଗର୍ଜନ: ଆଜି ମା ବରୁଣେଇଙ୍କ ପୀଠରୁ ଓଡ଼ିଶା ବୀର ମହାସଂଘ ତରଫରୁ ବିଶାଳ ପାଇକ ଆଖଡ଼ା ସମାବେଶ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରେ ପାଇକଙ୍କ ଗର୍ଜନ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ, ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ ଓ ଖୋର୍ଦ୍ଧାର ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଆଜି ମା ବରୁଣେଇଙ୍କ ପୀଠରୁ ଓଡ଼ିଶା ବୀର ମହାସଂଘ ତରଫରୁ ଏକ ବିଶାଳ ପାଇକ ଆଖଡ଼ା ସମାବେଶ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ପାଇକ ମାନଙ୍କ ସହିତ ଅନେକ ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପ୍ରଦର୍ଶନୀ ପଡିଆଠାରେ ସମାବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.