Below header

ମୁଣିରୁ ମଣିଷ ଖପୁରୀ ଓ କଙ୍କାଳ ଉଦ୍ଧାର, ଅଞ୍ଚଳବାସୀ ହେଲେ ଆତଙ୍କିତ

ବାଲେଶ୍ବର: ଖନ୍ତାପଡା ଥାନା ଅନ୍ତର୍ଗତ କଳିଗାଁ ପଞ୍ଚାୟତ ଗାଞ୍ଜିଆ ଗ୍ରାମ ଅଭିସଖାଲ ନିକଟରୁ ଏକ ମୁଣିରୁ ମଣିଷ କଙ୍କାଳ ଓ ଖପୁରୀ ଉଦ୍ଧାର ହୋଇଛି। ଅପରାହ୍ନରେ ଗ୍ରାମବାସୀମାନେ ଏକ ମୁଣିରେ ଏହି ମଣଷ ଖପୁରୀ ଓ  କଙ୍କାଳ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖପୁରୀ ଓ କଙ୍କାଳକୁ ଜବତ କରିବା ସହ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହା ଦିନେ କିମ୍ବା ଦୁଇଦିନ ମଧ୍ୟରେ ମରିଥିବା ଲୋକର ବୋଲି ଜଣାପଡିଛି।  ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.