କଟକ ବିଡାନାସୀ ଅଞ୍ଚଳରୁ ବିପୁଳ ପରିମାଣର ବାଣ ଜବତ, ନାବାଳକ ଗିରଫ

କଟକ(କେ ନ୍ୟୁଜ): ୫ ଲକ୍ଷ ଟଙ୍କାର ବାଣ ଜବତ। କଟକ ବିଡାନାସୀ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ବାଣ। ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଜବତ ବାଣରେ ରହିଚି ବହୁ ପରିମାଣର କୁମ୍ପି, ରକେଟ, ସୁତୁଲି ବୋମା, ଅନାର, ସଟ୍‌ ଓ ଅନ୍ୟାନ୍ୟ ଚାଇନା ବାଣ। କେବଳ ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ବାଣ ଧରପଗଡ ଅଭିଯାନକୁ ଜୋରଦାର କରିଛି କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.