Below header
Browsing Tag

cracker seized

ବାଲେଶ୍ବର: ଶାଳିକୋଠା ଗାଁରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

କେନ୍ୟୁଜ୍(ବ୍ୟୁରୋ): ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରୁ ଜବତ ହୋଇଛି ବାଣ। ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଥିଲା। ଏଥିରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ସହ ୩ଜଣ ବାଣ ବେପାରୀଙ୍କୁ ଗିରଫ…

 ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି: ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ । କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୱାନ ହାଟ ପରିସରରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ଗଛିତ ହୋଇ ଥିଲା । ନିଜେ ଥାନାଧିକାରୀ ପଦ୍ମନାଭ…

କଟକ ବିଡାନାସୀ ଅଞ୍ଚଳରୁ ବିପୁଳ ପରିମାଣର ବାଣ ଜବତ, ନାବାଳକ ଗିରଫ

କଟକ(କେ ନ୍ୟୁଜ): ୫ ଲକ୍ଷ ଟଙ୍କାର ବାଣ ଜବତ। କଟକ ବିଡାନାସୀ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ବାଣ। ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଜବତ ବାଣରେ ରହିଚି ବହୁ ପରିମାଣର କୁମ୍ପି, ରକେଟ, ସୁତୁଲି ବୋମା, ଅନାର, ସଟ୍‌ ଓ ଅନ୍ୟାନ୍ୟ ଚାଇନା ବାଣ। କେବଳ ସବୁଜ ବାଣକୁ…

କଟକ: ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ, ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

କଟକ(କେନ୍ୟୁଜ୍):    ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ । କଟକ ଜଗତପୁର ଥାନାର ହାତୀକଣା, ତ୍ରିଲୋଚନପୁର ଓ ଇସଲାମପୁରରେ ଚଢାଉ କରିଛି ପୋଲିସ । ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି । ସେହିପରି ବାଣ ତିଆରିରେ ବ୍ୟବହୃତ ୯କେଜି ଗନ ପାଉଡର, ୪ କୋଜି ପଟାସ, ବାରୁଦ,…

ଦୀପାବଳି ପୂର୍ବରୁ ବେଆଇନ୍ ବାଣ ଗୋଦାମରେ କଟକ ପୋଲିସର ଚଢ଼ାଉ, ବିଭିନ୍ନ ସ୍ଥାନରୁ ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ…

 କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ୍ ବାଣ ଗୋଦାମରେ କଟକ ପୋଲିସର ଚଢ଼ାଉ। ରାତି ଅଧିଆ ବିଭିନ୍ନ ସ୍ଥାନରେ ଅତର୍କିତ ରେଡ୍‌। ଜବତ ହୋଇଛି ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ। କଟକ ଡିସିପିଙ୍କ ନିର୍ଦ୍ଦେଶକରେ ଏହି ଚଢ଼ାଉ କରାଯାଇଥିଲା। କଟକର ତ୍ରିଲୋଚନପୁର, ମହାଜନପୁର ଓ…

ବେଆଇନ ବାଣ ଗୋଦାମ ଉପରେ ଚଢଉ , ବିପୁଳ ପରିମାଣର ବାରୁଦ ଜବତ

ପିପିଲି : ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମ ଉପରେ ଚଢଉ । ପିପିଲି ଏନଏସି ଜୟପୁର ଶାସନ ଗାଁରେ ବେଆଇନ ବାଣ ଗୋଦାମ ଉପରେ ପୋଲିସ ଚଢଉ କରିଛି । ଚଢଉରେ ବିପୁଳ ପରିମାଣର ବାରୁଦ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ପୋଟାସିୟମ କୋରେଟ, ନାଇଟ୍ରେଟ, ଆମୋନିୟମ, ବମ୍‌ ପାଉଡର, ଅଙ୍ଗାର,…