ଝାରସୁଗୁଡ଼ା: ଟ୍ରେନ ଲାଇନରୁ ଯୁବକର ଖଣ୍ଡ ବିଖଣ୍ଡିତ ମର ଶରୀର ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡ଼ା(କେନ୍ୟୁଜ୍): ବ୍ରଜରାଜନଗର ରେଳଷ୍ଟେସନ ନିକଟ ଲଜକୁରା ସାଇଡିଂ ପାଖରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ଶବ ଜବତ କରିଛି ବ୍ରଜରାଜନଗର ଜିଆରପି ପୋଲିସ। ମୃତ ଯୁବକ ଜଣକ ଗଙ୍ଗାନଗର ତେଲିପଡାର ୩୦ ବର୍ଷୀୟ ଛୋଟୁ ସିଂହ ବୋଲି ଜଣାପଡ଼ିଛି । ତେବେ କୌଣସି କାରଣରୁ ଛୋଟୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିବା ବେଳେ, ଶବକୁ ବ୍ୟବଛେଦ କରିବା ପରେ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.