Below header

ଜାଗରରେ ଅଘଟଣ, ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ

ଜାଗରରେ ଅଘଟଣ । ଜାଗର ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଗୋପ ବ୍ଳକ ତୋରକର ପଞ୍ଚାୟତର ବାବା ବାଲିକପିଳେଶ୍ବର ମନ୍ଦିରରେ । ମୃତକ ଗଜାବର ଗାଁର କାଳନ୍ଦୀ ମଲ୍ଲିକ ।

ଗୋପ (କେନ୍ୟୁଜ): ଜାଗରରେ ଅଘଟଣ । ଜାଗର ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଗୋପ ବ୍ଳକ ତୋରକର ପଞ୍ଚାୟତର ବାବା ବାଲିକପିଳେଶ୍ବର ମନ୍ଦିରରେ । ମୃତକ ଗଜାବର ଗାଁର କାଳନ୍ଦୀ ମଲ୍ଲିକ । ଗତକାଲି ରାତିରେ ଜାଗର ଜାଳୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ତୁରନ୍ତ ତାଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଗଜାବରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.