Browsing Tag

maha shivratri

ଜାଗରରେ ଅଘଟଣ, ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ

ଗୋପ (କେନ୍ୟୁଜ): ଜାଗରରେ ଅଘଟଣ । ଜାଗର ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଗୋପ ବ୍ଳକ ତୋରକର ପଞ୍ଚାୟତର ବାବା ବାଲିକପିଳେଶ୍ବର ମନ୍ଦିରରେ । ମୃତକ ଗଜାବର ଗାଁର କାଳନ୍ଦୀ ମଲ୍ଲିକ । ଗତକାଲି ରାତିରେ ଜାଗର ଜାଳୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା…

ଆଜି ମହାଶିବରାତ୍ରୀ : ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ଜମିଲାଣି ଭିଡ

ଭୁବନେଶ୍ୱର (କେନ୍ୟୁଜ): ଆଜି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ପୀଠରେ ଭକ୍ତିମୟ ପରିବେଶ । ରାତି ୧୦ଟାରେ ଉଠିବ ମହାଦୀପ । ସକାଳୁ ସକାଳୁ ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ।…

ମହାଶିବରାତ୍ରୀ ପାଳନ ନେଇ ଏସଆରସିଙ୍କ ଗାଇଡଲାଇନ: କୋଭିଡ କଟକଣାରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ବର(କେନ୍ୟୁଜ୍): ମହାଶିବରାତ୍ରୀ ପାଳନ ନେଇ ଏସଆରସିଙ୍କ ଗାଇଡଲାଇନ । ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ ପାଳନ ପାଇଁ ଅନୁମତି । ତେବେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କୋଭିଡ କଟକଣାରେ ମନ୍ଦିର ଭିତରକୁ ଏକସଙ୍ଗେ କେତେ ଜଣ…

କାହିଁକି ଭକ୍ତମାନେ ଶିବରାତ୍ରୀ ଦିନ ରୁହନ୍ତି ଉଜାଗର, ଜାଣନ୍ତୁ ଏହା ପଛର କାରଣ

ସୌର ମଣ୍ଡଳରେ ଆସୁଥିବା ଛୋଟରୁ ଛୋଟ ପରିବର୍ତ୍ତନ ମଣିଷ ଉପରେ ପ୍ରଭାବ ପକାଇ ଥାଏ। ମହାଶିବରାତ୍ରୀ ରାତିରେ କିଛି ଏଭଳି ଘଟେ ଆମ ସୌର ମଣ୍ଡଳରେ ଯାହା ସିଧା ଆମ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ କୁହାଯାଏ ମହା ଶିବରାତ୍ରିରେ ଉଜାଗର ରହିବା ପାଇଁ ।  ଆମେ ସମସ୍ତେ ଭଗବାନ୍ ଏବଂ…

ମହାଶିବରାତ୍ରୀରେ ନିଜ ରାଶି ଅନୁସାରେ ଏପରି ପାଇପାରିବେ ଶିବଙ୍କ କୃପା

ଆସନ୍ତା ଫେବୃଆରୀ ୨୧ରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଶିବଙ୍କ ଭକ୍ତିରେ ଭକ୍ତର ସମସ୍ତ ପାପ ଏବଂ ଶଙ୍କଟ ଦୂର ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତି ଏହି ଦିନ ନିଜ ରାଶି ଅନୁଯାୟୀ ଶିବଙ୍କ ଆରଧନା କରିଥାନ୍ତି ତେବେ ଏହା ଅତ୍ୟନ୍ତ ଉତ୍ତମ ସଂଯୋଗ ହୋଇଥାଏ। ଆସନ୍ତୁ ଜାଣିବା…

ଶ୍ରୀମନ୍ଦିରରେ ଜାଗର ପାଇଁ ପ୍ରସ୍ତୁତି ବୈଠକ, ଶିବରାତ୍ରି ପାଇଁ ଚୂଡ଼ାନ୍ତ ହେଲା ନୀତିକାନ୍ତି

ପୁରୀ : ଆସନ୍ତା ୪ ତାରିଖରେ ଜାଗର ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ କିଭଳି ହେବ ନୀତିକାନ୍ତି ସେନେଇ ପୁରୀରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଶିବରାତ୍ରି ପାଇଁ ନୀତି ଚୂଡ଼ାନ୍ତ କରାଯାଇଥିବା ବେଳେ ରାତି ସାଢେ ୧୨ଟାରେ ଦ୍ୱାର ଖୋଲିବା ସହ ରାତି ୨ଟାରୁ ସର୍ବସାଧାରଣଙ୍କ ପାଇଁ…

ଆସନ୍ତା ମାର୍ଚ୍ଚ ୪ରେ ମହାଶିବରାତ୍ରି , ଜାଣନ୍ତୁ କେମିତି କରିବେ ମହାଦେବଙ୍କୁ ପ୍ରସନ୍ନ

ମହାଶିବ ରାତ୍ରି ଦିନଟି ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଭଗବାନ ଶିବଙ୍କର ପୂଜା କରିଥାନ୍ତି। ଏହି ଦିନ ସବୁ ମନ୍ଦିରରେ ଭିଡ଼ ଲାଗି ରହିଥାଏ। ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କ ପାଖରେ ଫଳ, ଜଳ…