Browsing Tag

young man died

ରିଲ୍ସ କରନ୍ତୁ ମନାନାହିଁ, ହେଲେ ଶୁଖିଲାଟାରେ ବିପଦକୁ ଆମନ୍ତ୍ରଣ କରନ୍ତୁନାହିଁ

ସୋର (କେନ୍ୟୁଜ): ଜୀବନ କଣ ଏତେ ଶସ୍ତା । କେଇ ମିନିଟର ଖୁସି ପାଇଁ ଆମେ ନିଜର ମୂଲ୍ୟବାନ ଜୀବନକୁ ବି ବାଜି ଲଗାଇବାକୁ ପଛାଉନାହୁଁ। ଟିକେ ବି ଚିନ୍ତା କରୁନାହୁଁ ଆମ ପଛରେ ଆମ ପରିବାର ଅଛି । ଯଦି କଣ ହୁଏ ତେବେ ସେମାନଙ୍କ ଉପରେ କଣ ବିତିବ । ତେବେ ଆଜିକାଲି ସବୁଠି, ସମସ୍ତଙ୍କୁ ଘାରିଛି ରିଲ୍ସ…

ଜାଗରରେ ଅଘଟଣ, ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ

ଗୋପ (କେନ୍ୟୁଜ): ଜାଗରରେ ଅଘଟଣ । ଜାଗର ଦୀପ ଜାଳୁ ଜାଳୁ ଲିଭିଗଲା ନିଜ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଗୋପ ବ୍ଳକ ତୋରକର ପଞ୍ଚାୟତର ବାବା ବାଲିକପିଳେଶ୍ବର ମନ୍ଦିରରେ । ମୃତକ ଗଜାବର ଗାଁର କାଳନ୍ଦୀ ମଲ୍ଲିକ । ଗତକାଲି ରାତିରେ ଜାଗର ଜାଳୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା…

ଆଠଗଡ଼: ନଡ଼ିଆ ତୋଳିବାକୁ ଯାଇ ଚାଲିଗଲା ଜୀବନ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ନଡ଼ିଆ ତୋଳିବାକୁ ଗଛରେ ଚଢି ଓହ୍ଲାଇ ପାରିନଥିଲେ ଯୁବକ । ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା…

ଧାମରା-ଭଦ୍ରକ ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ

ଚାନ୍ଦବାଲି (କେନ୍ୟୁଜ): ନିଜ ଘରଠାରୁ ମାତ୍ର ୫ଶହ ମିଟ ଦୂର ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ ଘଟିଛି । ଧାମରା-ଭଦ୍ରକ ରେଳ ଲାଇନର ପୀଟହାଟ ଥାନା ଛତ୍ରପଦା ଲେବଲ କ୍ରସିଂରେ ଟ୍ରେନରେ କଟି ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକର ଘର ସେହି ଛତ୍ରପଦା ଗାଁରେ ହୋଇଥିବା ବେଳ…

ଚତୁର୍ଥୀ ପାଇଁ ଚାଲିଥିଲା ପ୍ରସ୍ତୁତି, କିନ୍ତୁ ଶୌଚ ପାଇଁ ଯାଇଥିବା ବେଳେ ବୁଡି ଗଲେ ଯୁବକ

ବାଲେଶ୍ଵର (କେନ୍ୟୁଜ): ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ । ଗତ ୧ ମାର୍ଚ୍ଚରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ । ସୂଚନା ଅନୁସାରେ ଗତ ୧ ତାରିଖରେ…

ହାତୀପଲଙ୍କ ଆକ୍ରମଣରେ ଯୁବକ ମୃତ, ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ

ଭଞ୍ଜନଗର (କେନ୍ୟୁଜ): ଯୁବକଙ୍କୁ ଦଳିଦେଲେ ହାତୀପଲ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ, ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ କ୍ଷତମୁଣ୍ଡୁଳି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ପବିତ୍ର ପାତ୍ର । ଗତକାଲି ବିଳମ୍ବିତ ରାତିରେ ଧାନ କ୍ଷେତରେ ପଶିଥିବା ବଣୁଆ ହାତୀପଲକୁ…

ବିଦ୍ୟୁତ ବିଭାଗର ଖାମଖିଆଲି ନୀତି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ଅକାଳରେ ଚାଲିଗଲା ଜଣଙ୍କର ଜୀବନ। ରାସ୍ତା ରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଅନ୍ଧାର ରାତିରେ ଘରକୁ ଫେରୁଥିବା ବେଳେ ଜମିରେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଚଢିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା…

ଶୋଇଥିବା ଅବସ୍ଥାରେ କଚାଡି ଦେଲା ହାତୀ, ଚାଲିଗଲା ଯୁବକଙ୍କ ଜୀବନ

ମୟୂରଭଞ୍ଜ (କେନ୍ୟୁଜ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୭ରୁ ୮ ହାତୀ ପଲର ଶିକାର ହୋଇଛନ୍ତି ଏହି ଯୁବକ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନ ରେ କାର୍ଯ୍ୟ…

ଚେତୁ ନାହାନ୍ତି ଲୋକେ: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ:  ବାରମ୍ବାର ସଚେତନ କରିବା ପରେ ମଧ୍ଯ ଚେତୁଦନାହାନ୍ତି ଲୋକେ। ଯାହାଫଳରେ ଘଟିଯାଉଛି ଗୋଟିଏ ପରେ ଗୋଟିଏ ଅଘଟଣ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ଯୁତ୍ ତାର ଲାଗି ଜଣେ…