Below header

ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା

ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା। କଣ୍ଟାବାଞ୍ଜି ସିନ୍ଧେକେଲା ଥାନା ଦେଢଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ରୂଫାଡ଼ ଥପା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ୫ ଜଣ ଦୁର୍ବୃତ୍ତ ରଖାଡ଼ଙ୍କ ଘରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ।

କଣ୍ଟାବାଞ୍ଜି(କେନ୍ୟୁଜ) : ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା। କଣ୍ଟାବାଞ୍ଜି ସିନ୍ଧେକେଲା ଥାନା ଦେଢଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ରୂଫାଡ଼ ଥପା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ୫ ଜଣ ଦୁର୍ବୃତ୍ତ ରଖାଡ଼ଙ୍କ ଘରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ। ସିନ୍ଧେକେଲା ପୋଲିସ ଖବର ପାଇ ମୃତଦେହ ଜବତ କରିଛି। ଘଟଣାରେ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଛି। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.