Below header

ବିଦ୍ୟୁତ ସଟସର୍କିଟରୁ ଜଳିଗଲା ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ

ଜଳିଗଲା ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ । ବିଦ୍ୟୁତ ସଟସର୍କିଟରୁ ଭୟାବୟ ଅଗ୍ନିକାଣ୍ଡ। ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକଟ୍ରୋନିକ୍ସ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି।

ନୟାଗଡ଼(କେନ୍ୟୁଜ): ଜଳିଗଲା ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ । ବିଦ୍ୟୁତ ସଟସର୍କିଟରୁ ଭୟାବୟ ଅଗ୍ନିକାଣ୍ଡ। ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକଟ୍ରୋନିକ୍ସ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି।

ଖବରପାଇ ଦୋକାନ ମାଲିକ ଓ ପରିବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ନୟାଗଡ଼ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ତା ପୂର୍ବରୁ ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.