ବାଲେଶ୍ୱର : ସଡକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ବାଲେଶ୍ୱର(କେନ୍ଯୁଜ୍) : ସଡକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର। ବାଲେଶ୍ୱର ସଦର ଥାନା ଇସଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଜଣକ ହେଲେ ଇଞ୍ଚୁଡ଼ି ଅଂଚଳର ରାଜୁ ଦଳାଇ। ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଶିବା ମାରାଣ୍ଡି, ବାପୁନ୍‌ ମାରାଣ୍ଡି ଓ ଅନ୍ୟ ଜଣଙ୍କର ପରିଚୟ ଜଣାପଡିନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.