ସ୍କୁଟି ଚଳାଉଥିବା ବେଳେ ଗାର୍ଡୱାଲରେ ପିଟି ହେଲେ ଯୁବତୀ : ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ଭାଇରାଲ୍

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଚିକିଟି ମା ‘ ବାଳ କୁମାରୀଙ୍କ ମନ୍ଦିରକୁ ଯିବା ପାଇଁ ପାହାଡିଆ ଅଙ୍କା ବଙ୍କା ରାସ୍ତାରେ ଏକ ସ୍କୁଟି ଦୁର୍ଘଟଣା ହେବାର ଭିଡିଓ ଭାଇରାଲ ହୋଇଛି। ଜଣେ ଯୁବତୀ ଏହି ସ୍କୁଟି ଚଳାଉଥିବା ବେଳେ ହଠାତ ସିଧା ଯାଇ ପିଟି ହୋଇଯାଇଥିଲେ ରାସ୍ତା ପାର୍ଶ୍ୱରେ ଥିବା ଗ୍ରାଡ୍ ୱାଲକୁ । ସୌଭାଗ୍ୟକୁ ଗାଡି ରାସ୍ତା କଡ଼କୁ ଚାଲିଯାଇଥିଲା ଓ ଯୁବତୀ ଜଣଙ୍କୁ ସେହି ରାସ୍ତାରେ ଯାଉଥିବା ଲୋକ ମାନେ ଉଦ୍ଧାର କରିଥିଲେ।

ସେହି ସମୟରେ ଯାଉଥିବା କେହି ଜଣେ ବ୍ୟକ୍ତି ମୋବାଇଲରେ ଭିଡିଓ ରେକଡିଂ କରୁଥିବା ବେଳେ ଏହି ଦୃଶ୍ୟ କଏଦ ହୋଇଥିଲା । ଯାହା ସୋସିଆଲ ବେଶ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.