ସଂକ୍ରମଣ ବଢିବା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଫାଇଟ୍ କରିବାକୁ ଆମେ ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ): ଦେଶର କିଛି ସ୍ଥାନରେ ବଢିଲାଣି ସଂକ୍ରମଣ । ତେଣୁ ରାଜ୍ୟରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। କୋଭିଡ ମୁକାବିଲା ପାଇଁ ପୁରା ପ୍ରସ୍ତୁତ ରହିବାକୁ ପଡିବ । ଯାହା ପରାମର୍ଶ ଦିଆଯାଇଛି ତାହା ମାନି ଚଳିବାକୁ ପଡିବ । ସରକାରଙ୍କ ପକ୍ଷରୁ ସର୍ଭେଲାନ୍ସ ଜାରି ଥିବାବେଳେ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ରଖାଯାଇଛି।

ଦରକାର ପଡିଲେ ବେଡ୍‌ ସଂଖ୍ୟା ବଢାଯିବ । ଟେଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.