Browsing Tag

health director

ସଂକ୍ରମଣ ବଢିବା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଫାଇଟ୍ କରିବାକୁ ଆମେ ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ): ଦେଶର କିଛି ସ୍ଥାନରେ ବଢିଲାଣି ସଂକ୍ରମଣ । ତେଣୁ ରାଜ୍ୟରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। କୋଭିଡ ମୁକାବିଲା ପାଇଁ ପୁରା ପ୍ରସ୍ତୁତ ରହିବାକୁ ପଡିବ । ଯାହା ପରାମର୍ଶ ଦିଆଯାଇଛି ତାହା ମାନି ଚଳିବାକୁ ପଡିବ । ସରକାରଙ୍କ ପକ୍ଷରୁ ସର୍ଭେଲାନ୍ସ ଜାରି ଥିବାବେଳେ…

ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ : ଆତଙ୍କିତ ହେବାର କୌଣସି କାରଣ ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ-HFMD ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏଚଏଫଏମଡି ଟମାଟୋ ଫ୍ଲୁ ନୁହେଁ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟମାଟୋ ଫ୍ଲୁ ନେଇ ICMR କି NCDC…

ଜନ ସାଧାରଣଙ୍କୁ ଅନୁରୋଧ, ଅତି ଦରକାର ନଥିଲେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକ(କେନ୍ୟୁଜ୍):ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ। ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ସେଠାରେ ଯୋଗାଯୋଗ କରି ଔଷଧ ନେଇପାରିବେ। ଓପିଡିର ଆଟେଣ୍ଡାନ୍ସ…

ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଓ ଟିକାକରଣ କରାଯିବ । ଏହାସହ ବାତ୍ୟା ପରିଚାଳନା ଓ ପୁନରୁଦ୍ଧାରେ ନିୟୋଜିତ କର୍ମଚାରୀଙ୍କ…