ବାରିପଦା: ଆଦାନୀ କିସ୍ ଆବାସିକ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ପାଳିତ, ଆଦିବାସୀ ଛାତ୍ରୀମାନେ ସୁନ୍ଦର ବକ୍ତବ୍ୟ ଦେଲେ

ଗୀତ ମାଧ୍ୟମରେ ଏହି ଦିବସକୁ ପାଳନ କରିଛନ୍ତି ବିଦ୍ୟାଳୟର ଛାତ୍ରୀମାନେ । ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି । 

କେନ୍ୟୁଜ୍(ବ୍ୟୁରୋ): ଆଜି ବିଶ୍ଵ ସଂସ୍କୃତ ଦିବସ । ଆଦି ଭାଷା ସଂସ୍କୃତରୁ ବିଭିନ୍ନ ଭାଷାର ସୃଷ୍ଟି । ଏହି ଦିବସର ମହତ୍ଵ ବେଶ ଗୁରୁତ୍ଵ ବହନ କରିଥାଏ । ବାରିପଦା ସ୍ଥିତ ଆଦାନୀ କିସ୍ ଆବାସିକ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଆଦିବାସୀ ଛାତ୍ରୀମାନେ ସଂସ୍କୃତ ଭାଷାରେ ଗୀତ ଗାଇବା ସହ ସୁନ୍ଦର ବକ୍ତବ୍ୟ ଦେଇଥିଲେ । ଗୀତ ମାଧ୍ୟମରେ ଏହି ଦିବସକୁ ପାଳନ କରିଛନ୍ତି ବିଦ୍ୟାଳୟର ଛାତ୍ରୀମାନେ । ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.