ରାଜଧାନୀରେ ପୁଣି ବୋମା ମାଡ଼… ଥାନାରେ ୬ ଅଟକ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ରାଜଧାନୀରେ ଫୁଟିଲା ବୋମା । ଏୟାର ଫିଲଡ଼ ଥାନା ଅଧିନ ସୁନ୍ଦରପଦାର ଆଜାଦ ନଗରରେ ବୋମା ମାଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମା ମାଡ ହୋଇଥିବା ଅନୁମାନ କରାଯାଇଛି।

ପୂର୍ବରୁ ଗାଁ ସଭାପତି ପାଇଁ ବୈଠକ ବସିଥିଲା।  ବୈଠକରେ ସଭାପତି ଚୟନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ କଥା କଟା କାଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଆଜି ବୋମା ମାଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଏକାଧିକ ଲୋକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.