Below header

କେନ୍ଦୁଝର: ଅଗ୍ନିକାଣ୍ଡରେ ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ରକ୍ଷା ପାଇଗଲା ପରିବାର

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ଗାଁରେ ଅଘଟଣ । ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଯିବା କାରଣରୁ ପ୍ରଭାତ ରଣାଙ୍କ ପରିବାର ଭୟଭୀତ ହୋଇ ଯାଇଥିଲା । ଆଜି ରାତି ୮ରେ ପ୍ରଭାତ ରଣାଙ୍କ ସ୍ତ୍ରୀ ରୋଷେଇ କରିବା ବେଳେ ଗ୍ୟାସ ଟାଙ୍କି ଜାଳି ଫାଟିଗଲା । ଗାଁର କିଛି ଲୋକେ ଗ୍ୟାସ ଟାଙ୍କିକୁ ବାହାରକୁ ଆଣିବା ପରେ ଏହା ଫାଟିଯାଇଥିଲା।  ଏହି ଅଗ୍ନିକାଣ୍ଡରେ  ପରିବାର ଏକ ବଡ ଦୁର୍ଘଟଣା ରୁ ରକ୍ଷା ପାଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.