Browsing Tag

gas tank blast

ଖାଇବା ପାଇଁ ଭାଜୁଥିଲେ ମାଛ, ଗ୍ୟାସ୍‌ ଟାଙ୍କି ଫାଟି ୫ ଗୁରୁତର

ଅନୁଗୁଳ(କେନ୍ୟୁଜ୍‌) : ମାଛ ହେଲା କାଳ । ମାଛ ରୋଷେଇ କରୁଥିବା ବେଳେ ଗ୍ୟାସ ତାଙ୍କି ଫାଟି ୫ ଗୁରୁତର । ଏଭଳି ଦୁଃଖଦ ଘଟଣା ଅନୁଗୁଳ ତଳମୂଳ ପାଟଣାରେ ଦେଖିବାକୁ ମିଳିଛି । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି । ମାଛ ଭାଜିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର।…

ଝାରସୁଗୁଗୁଡ଼ା ଜାହାଜପଡ଼ାରେ ଫାଟିଲା ଗ୍ୟାସ ସିଲିଣ୍ଡର,୪ ଆହତ

ଝାରସୁଗୁଗୁଡ଼ା(କେନ୍ୟୁଜ୍): ଗ୍ୟାସ ସିଲିଣ୍ଡର ଫାଟି ୪ ଆହତ । ଝାରସୁଗୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଜାହାଜପଡ଼ା ଠାରେ ଘଟିଛି ଘଟଣା । ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଶିଶୁଙ୍କ ମାଆ ଅଛନ୍ତି । ଜାହାଜପଡ଼ାରେ ଭଡ଼ା ଘରେ ରହୁଥିବା ବଳିରାମ ମାରାଣ୍ଡିଙ୍କ ସ୍ତ୍ରୀ ସମୁଲେଇ କୁମାରୀ ରୋଷେଇ କରିବା…

ଚାନ୍ଦବାଲି ନରେନ୍ଦ୍ରପୁର ଗାଁରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ୫ବଖରା ଘର ପୋଡ଼ି ପାଉଁଶ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଧାମରା କରଂଜମାଳ ପଂଚାୟତ ନରେନ୍ଦ୍ରପୁର ଗାଁରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ନଟ ମାଝୀ, କଟ ମାଝୀ ଓ ମାଢି ମାଝୀଙ୍କ ୫ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ନିଆଁ ଲିଭାଇବାକୁ ଗ୍ରାମବାସୀ ଉଦ୍ୟମ କରିଥିଲେ ମଧ୍ଯ ନିଆଁକୁ ଆୟତ କରି…

କେନ୍ଦୁଝର: ଅଗ୍ନିକାଣ୍ଡରେ ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ରକ୍ଷା ପାଇଗଲା ପରିବାର

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ଗାଁରେ ଅଘଟଣ । ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଯିବା କାରଣରୁ ପ୍ରଭାତ ରଣାଙ୍କ ପରିବାର ଭୟଭୀତ ହୋଇ ଯାଇଥିଲା । ଆଜି ରାତି ୮ରେ ପ୍ରଭାତ ରଣାଙ୍କ ସ୍ତ୍ରୀ ରୋଷେଇ କରିବା ବେଳେ ଗ୍ୟାସ ଟାଙ୍କି ଜାଳି…

ନୂଆପଡା ଜିଲ୍ଲା ଖଡିଆଳରେ ଅଘଟଣ: ବିସ୍ଫୋରଣରେ ୩୦ଫୁଟ ଉପରକୁ ଉଠିଲା ଗ୍ୟାସ ଟାଙ୍କି

ନୂଆପଡା: ଗ୍ୟାସ ଟାଙ୍କି ଫାଟି ବ୍ୟାପକ ଅଗ୍ନିକାଣ୍ଡ। ଏଭଳି ଅଘଟଣ ଘଟିଛି ନୂଆପଡା ଜିଲ୍ଲା ଖଡିଆଳରେ । ଯେଉଁଠାରେ ଗ୍ୟାସ ଟାଙ୍କି ଫାଟି ବ୍ୟାପକ କ୍ଷତି ହୋଇଛି । ବିସ୍ଫୋରଣରେ ଗ୍ୟାସ ଟାଙ୍କି ଫାଟି ୩୦ଫୁଟ ଉପରକୁ ଉଠିଯାଇଥିଲା । ତେବେ ଏହି ବିସ୍ଫୋରଣରେ କାହାରି କୌଣସି କ୍ଷୟକ୍ଷତି…

କଟକ: ଛାତ୍ରୀ ନିବାସରେ ଲାଗିଲା ନିଆଁ, ନିଆଁଲିଭା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗ

କଟକ(କେନ୍ୟୁଜ୍): ଛାତ୍ରୀ ନିବାସରେ ଲାଗିଲା ନିଆଁ। କଲେଜ ଛକ ମୁରାଦଖାଁପାଟଣାରେ ଥିବା ଘରୋଇ ମେସ୍‌ରେ ଅଗ୍ନିକାଣ୍ଡ। ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାବ ପକ୍ଷରୁ ନିଆଁ ଲିଭା ଜାରି ରହିଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କିଛି ସୂଚନା ମିଳିପାରି  …

ବୌଦ୍ଧ: ବାଉଁଶୁଣି ଲୋକ ମହୋତ୍ସବରେ ଅଘଟଣ, ଗ୍ୟାସ ବେଲୁନ ଟାଙ୍କି ଫାଟି ଜଣେ ଗୁରୁତର

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ବାଉଁଶୁଣିରେ ଚାଲିଥିବା ଲୋକ ମହୋତ୍ସବରେ ଅଘଟଣ। ଗ୍ୟାସ ବେଲୁନ ଟାଙ୍କି ଫାଟି ଜଣେ ଗୁରୁତର।  ମିଳିଥିବା ସୂଚନା ମୁତାବକ ମହୋତ୍ସବକୁ ଆସିଥିବା ବେଲୁନ ଗୁଡିକରେ ଗ୍ୟାସ ଭରିବା ପାଇଁ  ଟାଙ୍କିକୁ ରଖାଯାଇଥିଲା। କିନ୍ତୁ କୌଣସି କାରଣ ବସତଃ ଟାଙ୍କିଟି ଫାଟି ଯାଇଥିଲା।…

ଖୋର୍ଦ୍ଧା: ଟାଙ୍ଗୀ ହରିପୁରରେ ଅଘଟଣ, ଗ୍ୟାସ ଟାଙ୍କି ଫାଟି ଦମ୍ପତି ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ ଥାନା ହରିପୁର ପଞ୍ଚାୟତ ମାଝୀ ସାହିରେ ଗତ କାଲି ବିଳମ୍ବିତ ରାତ୍ରୀରେ ଗ୍ୟାସ ଟାଙ୍କି ଫାଟି ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମିଳିଥିବା  ସୂଚନା ମୁତାବକ ମାଝୀ ସାହିର ଗାଣ୍ଡୁ…

ମହାକାଳପଡ଼ା ଜମ୍ବୁ ମେରାଇନ ଷ୍ଟାଫ୍ କ୍ୟାମ୍ପରେ ବିସ୍ଫୋରଣ, ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

କେନ୍ଦ୍ରପଡା (କେନ୍ୟୁଜ୍) : ଜମ୍ବୁ ମେରାଇନ ଷ୍ଟାଫଙ୍କ କ୍ୟାମ୍ପ ଅଫିସରେ ବିସ୍ଫୋରଣ । ଗ୍ୟାସ୍ ଟାଙ୍କି ଫାଟି ଗଲା ଜଣଙ୍କ ଜୀବନ । ମହାକାଳପଡ଼ା ଜମ୍ବୁ ମେରାଇନ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପି. ସି. ମହାନ୍ତି । ତାଙ୍କ ଘର ନୟାଗଡ଼ ଜିଲ୍ଲାରେ । ଅନ୍ୟ ଜଣେ…