କଟକ: ଛାତ୍ରୀ ନିବାସରେ ଲାଗିଲା ନିଆଁ, ନିଆଁଲିଭା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗ

କଟକ(କେନ୍ୟୁଜ୍): ଛାତ୍ରୀ ନିବାସରେ ଲାଗିଲା ନିଆଁ। କଲେଜ ଛକ ମୁରାଦଖାଁପାଟଣାରେ ଥିବା ଘରୋଇ ମେସ୍‌ରେ ଅଗ୍ନିକାଣ୍ଡ। ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାବ ପକ୍ଷରୁ ନିଆଁ ଲିଭା ଜାରି ରହିଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କିଛି ସୂଚନା ମିଳିପାରି  ନାହିଁ । ଛାତ୍ରୀ ନିବାସରେ କେମିତି ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଲା ତାହା ଜଣାପଡିନାହିଁ ।