Below header

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ମେ ୧୫ ଯାଏଁ ରହିବ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ବନ୍ଦ ରହିବ। ମେ ୧୫ ତାରିଖ ଯାଏ ବନ୍ଦ ରହିବ ସମସ୍ତ କୀର୍ତ୍ତିରାଜି ସ୍ଥଳ। କୋଣାର୍କ, ଖଣ୍ଡଗିରି, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ କୀର୍ତ୍ତିରାଜି, ଐତିହ୍ୟ ସ୍ଥଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.