Below header
Browsing Tag

khandagiri

ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା । ୧୦ ବର୍ଷ ପରେ ଆସିଲା ରାୟ । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ-1 କୋର୍ଟ । ୨୦୧୪ ଅକ୍ଟୋବର ୧୪ ତାରିଖରେ ଡାକ୍ତର ଅତୁଲ୍ୟ କୁମାର ମେହେରଙ୍କ…

ଖଣ୍ଡଗିରି ଥାନା ଅଞ୍ଚଳରେ ଘରେ ପଶି ଲୁଟ ଘଟଣା: ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡଗିରି ଥାନା ଅଞ୍ଚଳରେ ଘରେ ପଶି ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ଠାରୁ ନଗଦ ୨୬ଲକ୍ଷ ଟଙ୍କା ଜବତ ହୋଇଛି। ଅକ୍ଟୋବର ୧୫ ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟପାଟ କରିଥିଲେ ଦୁର୍ବୃତ୍ତ। ଏନେଇ ସଂପୃକ୍ତ ଘର ମାଲିକ…

ଅନ୍ତରାଜ୍ୟ ପାଇପ ଚୋର ଗ୍ୟାଙ୍ଗକୁ ବାନ୍ଧିଲା ଖଣ୍ଡଗିରି ପୋଲିସ, ଜବତ ହେଲା ୧୫ ଲକ୍ଷ ଟଙ୍କାର DI ପାଇପ୍

କେନ୍ୟୁଜ୍(ବ୍ୟୁରୋ):  ଅନ୍ତରାଜ୍ୟ ପାଇପ ଚୋର ଗ୍ୟାଙ୍ଗକୁ ବାନ୍ଧିଛି ଖଣ୍ଡଗିରି ପୋଲିସ । ଏହି ଗ୍ୟାଙ୍ଗର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ୧୨୬ ଟି DI ପାଇପ୍ ଜବତ କରାଯାଇଛି ଯାହାର ମୂଲ୍ୟ ପାଖାପାଖି ୧୫ ଲକ୍ଷ ହେବ । ଖାଲି ସେତିକି ନୁହେଁ ଏହା ସହ ଚୋରି…

ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ଧୂମ୍ ବେପାର କରୁଥିଲା ଯୁବକ, ବାନ୍ଧିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବେପାର । ଖଣ୍ଡଗିରି ଥାନା ପୋଲିସ ହାତରେ ଧରାପଡ଼ିଛି ଗଞ୍ଜେଇ ବେପାରୀ । ପଞ୍ଚଶଖା ନଗରରୁ ମାନସ କୁମାର ସାହୁ ଗିରଫ ସମେତ ୨୧ କେଜି ଗଞ୍ଜେଇ ଏବଂ ଏକ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ । ୫ ମାସ ହେବ ସେ ଏକ ଘରୋଇ ଇଞ୍ଜନିୟରିଂ…

ଶେଷ ରାତିରେ ଜମିଲା ଖଣ୍ଡଗିରି ଯାତ୍ରା : ଗତକାଲି ଡବଲ ଶୋ’ କରି ଦର୍ଶକଙ୍କୁ ବାନ୍ଧି ରଖିଲା ତୁଳସୀ ଗଣନାଟ୍ୟ

ଭୁବନେଶ୍ୱର (କେନ୍ୟୁଜ): ସରିଲା ଖଣ୍ଡଗିରି ମେଳା । ପୁଣି ଆରବର୍ଷକୁ ଅପେକ୍ଷା । ଆଜିଠୁ ମଞ୍ଚ ଅନ୍ଧାର । ଶୂନଶାନ ଖଣ୍ଡଗିରି । ଆଉ ଝଲସିବନି ଚିକିମିକି ଲାଇଟ୍‌। ରଙ୍ଗୀନ୍‌ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ…

ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ, ଭଡ଼ା ଘର ମାଲିକଙ୍କୁ ଜେରା

ଭୁବନେଶ୍ବର(କେନ୍ୟୁଜ୍): ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ ଜାରି । ଆଜି ଅର୍ଚ୍ଚନାଙ୍କ ପୁରୁଣା ଭଡ଼ା ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ହୋଇଛି ବୟାନ ରେକର୍ଡ । ଅର୍ଚ୍ଚନା ୨୦୧୭ରେ ପ୍ରମୋଦ…

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ; ଖଣ୍ଡଗିରିରୁ ଜବତ ହେଲା ୨୦୦୦ ଲିଟର ଦେଶୀ ମଦ, ୩ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଆଜି ଭୁବନେଶ୍ୱର ଅବକାରୀ ବିଭାଗ ର ଫ୍ଲାଇଙ୍ଗ ଟିମ୍ ର ଦାୟିତ୍ୱରେ ଥିବା ସୌମ୍ୟଜିତ ଦାସ ଓ ଅନ୍ୟ ଅଧିକାରୀଙ୍କ ସହଯୋଗ ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ଛଅଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି…

ଖଣ୍ଡଗିରି ଛକ ନିକଟରେ ଜଳି ଗଲା କାର

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡଗିରି ଛକ ନିକଟରେ ଜଳି ଗଲା ଏକ ଟାଭେରା । ଗାଡ଼ିର ଇଞ୍ଜିନ ଥିବା ସ୍ଥାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଫଳରେ ଏହି ଅଗ୍ନି କାଣ୍ଡ ଘଟିଥିବା ସୂଚନା ରହିଛି। ଗାଡ଼ିଟି ୫ଜଣ ଯାତ୍ରୀ ନେଇ ଖୋର୍ଦ୍ଧା ଆଡ଼କୁ ଯାଉଥିବା ବେଳେ ଖଣ୍ଡଗିରି ଛକରେ ଗାଡ଼ିକୁ ପାର୍କିଂ…

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ମେ ୧୫ ଯାଏଁ ରହିବ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ବନ୍ଦ ରହିବ। ମେ ୧୫ ତାରିଖ ଯାଏ ବନ୍ଦ ରହିବ ସମସ୍ତ କୀର୍ତ୍ତିରାଜି ସ୍ଥଳ। କୋଣାର୍କ, ଖଣ୍ଡଗିରି, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ…

ଭୁବନେଶ୍ବର: ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ ଗୁଳିକାଣ୍ଡ,ଜଣେ ଆହତ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ପୁଣି ଫୁଟିଲା ଗୁଳି । ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ  ଗୁଳିକାଣ୍ଡ ଘଟିଛି ।  ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସାମନ୍ୟତମ ବଚସାକୁ ନେଇ ପଡୋଶୀଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ଗୁଳି ବାଜି ଜଣେ ଆହତ ହୋଇଥିବା ମଧ୍ୟ ଜଣ ପଡିଛି।  ଆହତଙ୍କ…

ପୁଣି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରିବେଷଣ ହେଲା ନଗ୍ନ ନୃତ୍ୟ, ବ୍ୟାନ ପରେ କେମିତି ଅଶ୍ଲିଳ ନୃତ୍ୟ ହେଉଛି ବୋଲି…

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି କୁମ୍ଭ ମେଳା। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଯାତ୍ରାପାର୍ଟି ନୂଆ ନୂଆ କାହାଣୀ ନେଇ ଯାତ୍ରା ପରମ୍ପରା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ କିଛି ବର୍ଷ ଧରି ଗୋଟିଏ ବିବାଦ ସାରା ଓଡିଶାରେ ଚର୍ଚ୍ଚା ସୃଷ୍ଟି କରୁଥିଲା ତାହା ଏ ବର୍ଷ ମଧ୍ୟ ଆରମ୍ଭ…

କାହିଁକି ଆତ୍ମହତ୍ୟା କଲେ ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ରଞ୍ଜିତା ରାଓ ? ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): କାହିଁକି ଆତ୍ମହତ୍ୟା କଲେ ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ରଞ୍ଜିତା ରାଓ ? ଆତ୍ମହତ୍ୟା ପଛର ରହସ୍ୟ କ’ଣ ? ରଞ୍ଜିତା ଅଶୋକନଗର ୟୁକୋ ବ୍ୟାଙ୍କରେ ଚାକିରୀ କରୁଥିଲେ । ତାଙ୍କ ଘର ନବରଙ୍ଗପୁରରେ । ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ସେ ଭଡ଼ା ଘରେ ରହୁଥିଲେ । ଅଫିସରେ…