ଭୁବନେଶ୍ବର: ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ ଗୁଳିକାଣ୍ଡ,ଜଣେ ଆହତ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ପୁଣି ଫୁଟିଲା ଗୁଳି । ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ  ଗୁଳିକାଣ୍ଡ ଘଟିଛି ।  ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସାମନ୍ୟତମ ବଚସାକୁ ନେଇ ପଡୋଶୀଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ଗୁଳି ବାଜି ଜଣେ ଆହତ ହୋଇଥିବା ମଧ୍ୟ ଜଣ ପଡିଛି।  ଆହତଙ୍କ ହାତରେ ଗୁଳି ବାଜିଛି । ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.