ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ଟଙ୍କା ନପାଇବାରୁ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ, ଘଟଣାସ୍ଥଳରେ ୪ପ୍ଲାଟୁନ୍‌ ଫୋର୍ସ ମୁତୟନ

ନରସିଂହପୁର: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ରାସ୍ତାରୋକ। ବହୁଦିନ ଧରି ଆବାସ ଯୋଜନାରେ ଘର କରିସାରିବା ପରେ ବି ଟଙ୍କା ନପାଇବାରୁ କଟକ-ନରସିଂହପୁର ମୁଖ୍ୟ ରାସ୍ତା ବାସେଳୀହତାଠାରେ ରାସ୍ତା ବନ୍ଦ କରିଛନ୍ତି ହିତାଧିକାରୀ।

ଟଙ୍କା ପାଇବା ନେଇ ବାରମ୍ବାର BDOଙ୍କ ଦ୍ୱାରସ୍ଥ ପରେ ବି ସମସ୍ୟାର ସମାଧାନ ହୋଇନଥିଲା। ଫଳରେ ବାଧୟ ହୋଇ ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏ ରାସ୍ତାରୋକ ଜାରି ରହିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ୪ପ୍ଲାଟୁନ୍‌ ଫୋର୍ସ ସହ ୧୦ଜଣଅଫିସର ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.