Below header

ଅମିତ ଶାହଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିଜେଡି ସଂସଦୀୟ ପ୍ରତିନିଧି ଦଳ । ଓବିସି ଚିହ୍ନଟ ପାଇଁ ଜାତିଭିର୍ତ୍ତିକ ଜନଗଣନା ଦାବି ହୋଇଛି । ସେହିପରି ସଂରକ୍ଷଣ ବ୍ୟବସ୍ଥାରେ ଥିବା ୫୦ ପ୍ରତିଶତ ସିଲିଂ ହଟାଇବା ପାଇଁ ଆଇନ ଆଣିବାକୁ ବିଜେଡି ସାଂସଦ ଗରୁତ୍ୱ ଦେଇଥିଲେ ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ବିଜେଡି ସାଂସଦଙ୍କ ଦାବିକୁ ପ୍ରଶଂସା କରିଥିଲେ । ଅମିତ ଶାହଙ୍କ ସହ ବିଜେଡି ସାଂସଦଙ୍କ ବୈଠକ ସହାଦ୍ୟପୂର୍ଣ୍ଣ ଓ ସକାରାତ୍ମକ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.