ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା

୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଛି ।

୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଛି । ପୂର୍ବରୁ ଅଞ୍ଜନା ମିଶ୍ର ଲିଗାଲ ନୋଟିସ୍ ଦେଇଥିଲେ । ପ୍ରତ୍ୟାହାର ନହେବାରୁ କଞ୍ଚାଲଙ୍କା ୱେବ୍ ସିରିଜ ବିରୋଧରେ ୧୦ କୋଟିର ମାନହାନି ମାମଲା କରିଛନ୍ତି । ଅଞ୍ଜନା ମିଶ୍ରଙ୍କ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଏପଟେ ମାମଲା ନେଇ ଅକ୍ଷୟ ପରିଜାଙ୍କ ପ୍ରତିକ୍ରିୟା, ମାନହାନି ମକଦ୍ଦମା ନେଇ ନୋଟିସ୍ ପାଇନାହୁଁ । ଲିଗାଲ ନୋଟିସ୍ ର ସମସ୍ତ ଉତ୍ତର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.