ସୁନ୍ଦରଗଡ଼ରୁ ୩୧ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆଜି ୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୧ଜଣ, ଅନୁଗୁଳରୁ ୩୦ଜଣ,ବଲାଙ୍ଗୀରରୁ ୧୭ଜଣ, ଖୋର୍ଧାରୁ ୧୭ଜଣ, ମୟୂରଭଞ୍ଜରୁ ୧୪ଜଣ, ବାଲେଶ୍ବରରୁ ୧୩ଜଣ, ସମ୍ବଲପୁରରୁ ୧୩ଜଣ, କଟକରୁ ୧୨ଜଣ, ଯାଜପୁରରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, ନୂଆପଡ଼ାରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
9 from Jharsuguda
7 from Bargarh
7 from Jagatsinghpur
6 from Keonjhar
4 from Deogarh
3 from Ganjam
2 from Kalahandi
1 from Bhadrak
1 from Nayagarh
1 from Rayagada
8 from State PoolThe total recovered cases of Odisha now stand at 327008
— H & FW Dept Odisha (@HFWOdisha) January 6, 2021
ସେହିପରି କେନ୍ଦୁଝରରୁ ୬ଜଣ, ଦେବଗଡ଼ରୁ ୪ଜଣ, ଗଞ୍ଜାମରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ଭଦ୍ରକରୁ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୩୨୭୦୦୮ରେ ପହଞ୍ଚିଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।