Below header

ଆଜି ରାଜ୍ୟରୁ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ, ସଂଖ୍ୟା ପହଞ୍ଚିଲା ୩୧୭୮୭୦ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ  ଅନୁଗୁଳରୁ ୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୪୪ଜଣ, ଖୋର୍ଧାରୁ ୪୧ଜଣ, ସୁନ୍ଦରଗଡ଼ରୁ ୩୭ଜଣ, ମୟୁରଭଞ୍ଜରୁ ୩୫ଜଣ, କଟକରୁ ୨୪ଜଣ, ନୂଆପଡ଼ାରୁ ୨୪ଜଣ, ଜଗତସିଂହପୁରରୁ ୨୨ଜଣ, ଯାଜପୁରରୁ ୧୯ଜଣ, ପୁରୀରୁ ୧୯ଜଣ, ବାଲେଶ୍ବରରୁ ୧୪ଜଣ, କେନ୍ଦୁଝରରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କୋରାପୁଟରୁ ୧୧ଜଣ ସୁସ୍ଥ ହୋଇଛନ୍ତି।


ସେହିପରି  କଳାହାଣ୍ଡି ୮ଜଣ, ମାଲକାନଗିରିରୁ ୮ଜଣ, ଭଦ୍ରକରୁ ୭ଜଣ, ଦେବଗଡ଼ରୁ ୭ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୭ଜଣ, ଗଞ୍ଜାମରୁ ୬ଜଣ, ଝାରସୁଗୁଡ଼ାରୁ ୬ଜଣ, ଢ଼େଙ୍କାନାଳରୁ ୫ଜଣ, ବରଗଡ଼ରୁ ୩ଜଣ, ବୌଦ୍ଧରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, କନ୍ଧମାଳରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୩୧୭୮୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.