ଆଜି ଚିହ୍ନଟ ହେଲେ ୭୩୬; ଲୋକାଲ କେସ୍ ୨୫୫, ଆକ୍ରାନ୍ତଙ୍କ ସଂଖ୍ୟା ପାର ହେଲା ୧୭ ହଜାର

କେନ୍ୟୁଜ୍(ବ୍ୟୁରୋ):  ପୁଣି ଚିନ୍ତା ବଢାଇଲା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ  ବିଭାଗ।  ଏଥିରେ କ୍ବାରେଣ୍ଟାଇନ କେସ୍ ରହିଛି ୪୮୧ ରହିଥିବା ବେଳେ ଲୋକାଲ କେସ୍ ୨୫୫ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୨୨,ବାଲୋଶ୍ବର ୩୩,ବରଗଡ ୩, ଭଦ୍ରକର ୫, ବଲାଙ୍ଗିରର ୪, ବୌଦ୍ଧର ୮, କଟକର ୨୭,ଢେଙ୍କାନାଳ ୧, ଗଜପତି ୩୯, ଗଞ୍ଜାମ ୨୪୭, ଜଗତସିଂହପୁରରୁ ୪୦, ଯାଜପୁରର ୪୦, କଳାହାଣ୍ଡି ୨, କେନ୍ଦ୍ରାପଡାର ୭, ଖୋର୍ଦ୍ଧା ୧୦୭, କେନ୍ଦୁଝରରୁ ୧, କୋରାପୁଟରୁ ୪୫, ମାଲକାନିଗରିର ୧୮, ମୟୂରଭଞ୍ଜର ୧୨, ନବରଙ୍ଗପୁରର ୧, ନୟାଗଡର ୧୦, ପୁରୀର ୧୪,ରାୟଗଡାରୁ ୮, ସମ୍ବଲପୁରରୁ ୨୫, ସୁନ୍ଦରଗଡରୁ  ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୭,୪୩୭ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.