Below header

ଆସନ୍ତା ବୁଧବାରରୁ +୨ ନାମଲେଖା ଲାଗି ଆବେଦନ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ବୁଧବାରରୁ +୨ ନାମଲେଖା ଲାଗି ଆବେଦନ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । sams ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସିବିଏସ୍‌ଇ ଓ ଆଇସିଏସ୍‌ଇ ରେଜଲ୍ଟ ବାହାରିନି । ତେଣୁ ଆବଶ୍ୟକ ସ୍ଥଳେ ଆଡିମିଶନ ଲାଗି ଆବେଦନ ତାରିଖ ଘୁଞ୍ଚାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.