ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି, ସମୟ ବଢ଼ିବା ନେଇ ସୂଚନା ଦେଲା CHSE
ଭୁବନେଶ୍ୱର : ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ସେହିପରି ୨୦୦ ଟଙ୍କା ଜରିମନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଛି । …