Below header

ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ, ୨୦୧୭ରୁ ଟଙ୍କା କାରବାରର ଅନେକ ତଥ୍ୟ ପାଇଲା ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଖଗେଶ୍ୱର ପାତ୍ର ଗିରଫ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହ ଟ୍ରାଞ୍ଜାକ୍ସନର ମିଳିଲା ଅନେକ ତଥ୍ୟ । ୨୦୧୭ରୁ ଟଙ୍କା କାରବାରର ଅନେକ ତଥ୍ୟ ପାଇଲା ଇଡି । ଇଡି ଖୋଜୁଛି ଅର୍ଚ୍ଚନାଙ୍କ ଗୁମର । ଅର୍ଚ୍ଚନା ନାଗ ମନିଲଣ୍ଡରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ସହଯୋଗୀ ଖଗେଶ୍ୱର ପାତ୍ରକୁ ବାଲିପାଟଣା ଘରୁ ଉଠାଇ ଆଣି ଇଡି କାର୍ଯ୍ୟାଳୟରେ ପଚରଉଚରା କରୁଥିଲା ।

ଗତକାଲି ଦିନତମାମ ଖଗେଶ୍ୱରର ବାଲିପାଟଣା ଘରେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦୀର୍ଘ ୧୨ଘଣ୍ଟାର ଜେରା ପରେ ଆର୍ଥିକ କାରବାର ନେଇ ସଠିକ୍‌ ଉତ୍ତର ଦେଇନପାରିବାରୁ ଉଠାଇ ଆଣିଥିଲା ଇଡି । ତଦନ୍ତ ବେଳେ ଇଡି ଅଧିକାରୀଙ୍କୁ ସହଯୋଗ କରିନଥିଲେ ଖଗେଶ୍ୱର । ଏଥିପାଇଁ ଇଡି କାର୍ଯ୍ୟାଳୟକୁ ନେଇ ଆସିଥିଲେ ଅଧିକାରୀ । ଖଗେଶ୍ୱର ମୋବାଇଲ ଓ ହାର୍ଡ ଡିସ୍କରୁ ଅନେକ ତଥ୍ୟ ମିଳିଥିବା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.